ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ

President, OSRFOA

Sri Suchandra Mohanty

ସଂଘମ୍ ଶରଣ॰ ଗଚ୍ଛାମୀ

General Secretary, OSRFOA

Md. Javed Akhtar

ରାଜସ୍ୱ ବିଭାଗରେ କାର୍ଯ୍ୟରତ ସମସ୍ତ କ୍ଷେତ୍ର କର୍ମଚାରୀଙ୍କୁ ନେଇ ଆମରି ପରିବାର ଯାହାକି ଆମର ଶକ୍ତି, ଆମର ପରିଚୟ । ସମ୍ମିଳିତ ପ୍ରୟାସରେ ପ୍ରଶାସନର କାର୍ଯ୍ୟକାରିତାରେ ସହଭାଗୀ ହୋଇ ଲୋକମାନଙ୍କ ସମସ୍ୟାର ସମାଧାନ କରିବା  ତଥା ସତ୍ୟନିଷ୍ଠାରେ କାର୍ଯ୍ୟ କରିବା ହେଉଛି ଆମର ଦୃଢ଼ ସଙ୍କଳ୍ପ । ଆମର କାର୍ଯ୍ୟ କେବଳ ଦାୟିତ୍ୱ ନୁହେଁ, ଏହା ଜନସେବାର ପବିତ୍ର ସୁଯୋଗ । ନ୍ୟାୟ, ପ୍ରତିବଦ୍ଧତା ଓ ସହଯୋଗରେ, ଆମେ ସମସ୍ତଙ୍କ ଭରସାକୁ ଅବିଚଳ ରଖିବାକୁ ସଙ୍କଳ୍ପିତ ।

ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ

Notice Board

ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ

କର୍ମ ହିଁ ପୂଜା; କର୍ତ୍ତବ୍ୟ ହିଁ ଭଗବାନ ।

ସୂଚନ୍ଦ୍ର ମହାନ୍ତି

ସଭାପତି, ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ, ଓଡ଼ିଶା

ପ୍ରିୟ ସହକର୍ମୀବୃନ୍ଦ,
ଆମେ ସମସ୍ତେ ଏକଟି ପରିବାରର ସଦସ୍ୟ, ଯାହାର ମୂଳ ଉଦ୍ଦେଶ୍ୟ ହେଉଛି ଜନସେବାକୁ ସର୍ବୋପରି ରଖିବା । ଆମର କର୍ତ୍ତବ୍ୟ କେବଳ କାମ ସମାପ୍ତ କରିବା ନୁହେଁ, ବରଂ ଜନତାଙ୍କ ଭରସା ଓ ଆସ୍ଥା ଜିତିବା । ସତ୍ୟନିଷ୍ଠା, ଶୃଙ୍ଖଳା ଓ ସମର୍ପଣ ଆମର ପରିଚୟ । ଏକତାରେ ଶକ୍ତି, ସମର୍ପଣରେ ସଫଳତା ରହେ । ଆସନ୍ତୁ, ଆମେ ସମସ୍ତେ ମିଶି, ଆମର ସଂଘକୁ ଶକ୍ତିଶାଳୀ କରିବା ଓ ସମାଜକୁ ଉନ୍ନତିର ପଥରେ ଆଗେଇ ନେବା ।

"ଜନସେବା ହିଁ ଆମର ପରମ ଧର୍ମ, ରାଜସ୍ୱ ବିଭାଗର କ୍ଷେତ୍ର କର୍ମଚାରୀ ଭାବେ ଗାଁରୁ ଗାଁ, ପ୍ରତୀଟି ଲୋକ ପର୍ଯ୍ୟନ୍ତ ନ୍ୟାୟ, ସହାୟତା ଓ ସୁବିଧା ପହଞ୍ଚାଇବା ହିଁ ଆମର କର୍ତ୍ତବ୍ୟ ।"

ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ

ଜନସାଧାରଣଙ୍କ ଜାଣିବା ପାଇଁ

Scroll to Top